କଟକରେ ନକଲି ଔଷଧ ମାମଲା: କାର୍ଯ୍ୟାନୁଷ୍ଠାନ ଦାବି କଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ

ଦୁଇ ଡିଷ୍ଟ୍ରିବ୍ୟୁଟରର ସଦସ୍ୟ ପଦ ରଦ୍ଦ କଟକ: କଟକରେ ନକଲି ଔଷଧ ମାମଲା ନେଇ ଥାନାରେ ଏତଲା ପରେ ଦୁଇ ଡିଷ୍ଟ୍ରିବ୍ୟୁଟର ଭି.ଆର୍ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଦସ୍ୟ ପଦ ରଦ୍ଦ ହୋଇଛି। କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏହି ସଦସ୍ୟ ପଦ ରଦ୍ଦ କରିଛି। ଏହା ସହ ସଂଘ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସେହିପରି କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ … Continue reading କଟକରେ ନକଲି ଔଷଧ ମାମଲା: କାର୍ଯ୍ୟାନୁଷ୍ଠାନ ଦାବି କଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ